ଭୁବନେଶ୍ୱର: ଆଗାମୀ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶିକା ମୋନରମା ମହାନ୍ତି ଦେଲେ ସୂଚନା । ସୃଷ୍ଟ ଲଘୁଚାପର କୌଣସି ସିଧା ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷେ ଆଗାମୀ ଦିନରେ ୩ରୁ ୫ ଦିନ ପର୍ଯ୍ୟନ୍ତ ତାପାମତ୍ରା ବଢ଼ିବାର ଆଶଙ୍କା ଥିବା କହିଛନ୍ତି ମନୋରମା ।