Holiday-2025; ଆସିଗଲା ସମ୍ପୂର୍ଣ୍ଣ ଛୁଟି ତାଲିକା: ଦେଖନ୍ତୁ ୨୦୨୫ରେ କେତେ ଦିନ ବନ୍ଦ ରହିବ ସ୍କୁଲ, ବ୍ୟାଙ୍କ- ଅଫିସ

ଓଡ଼ିଶା ଭାସ୍କର: ଆଉ ୧୦ଟି ଦିନ ପରେ ଶେଷ ହୋଇଯିବ ୨୦୨୪ ମସିହା । ଏହାପରେ ଆରମ୍ଭ ହେବ ୨୦୨୫ । ନୂଆ ବର୍ଷରେ ଅନେକ କିଛି ନୂଆ କରିବା ପାଇଁ ଇଚ୍ଛା ରଖିଥିବେ ଆପଣ । ତେବେ ଏଥିପାଇଁ ସ୍କୁଲ୍ କିମ୍ବା ଅଫିସ ଇତ୍ୟାଦିରୁ ଛୁଟି ମିଳିବା ଆବଶ୍ୟକ । ତେବେ ଆସନ୍ତୁ ଜାଣିନେବା ୨୦୨୫ରେ କେତେ ଦିନ ମିଳିବ ଛୁଟି । ଏଥିପାଇଁ ୨୦୨୫ର ଛୁଟି ତାଲିକା ପ୍ରକାଶ ପାଇସାରିଛି । ନୂଆବର୍ଷରେ ମୋଟ ୨୪ଟି ସାର୍ବଜନିକ ଛୁଟି ଥିବା ବେଳେ ୩୧ଟି ଅନ୍ୟ ଛୁଟି ରହିଛି । ଆସନ୍ତୁ ନଜର ପକାଇବା ଏହି ଛୁଟି ତାଲିକା ଉପରେ…

ସାମାନ୍ୟ ଛୁଟି

  • ୨୬ ଜାନୁଆରୀ- ଗଣତନ୍ତ୍ର ଦିବସ (ଶନିବାର)
  • ୨୯ ମାର୍ଚ୍ଚ – ହୋଲି (ଶନିବାର)
  • ୧୪ ଏପ୍ରିଲ୍ – ଡା. ଆମ୍ବେଦକର ଜୟନ୍ତୀ (ସୋମବାର)
  • ମଇ ୧ – ଶ୍ରମ ଦିବସ (ଗୁରୁବାର)
  • ୧୫ ଅଗଷ୍ଟ – ସ୍ୱାଧୀନତା ଦିବସ (ଶୁକ୍ରବାର)
  • ୨୨ ଅଗଷ୍ଟ – ଇଦ୍-ଉଲ୍-ଅଜାହ (ଶୁକ୍ରବାର)
  • ୨ ଅକ୍ଟୋବର – ଗାନ୍ଧୀ ଜୟନ୍ତୀ (ଗୁରୁବାର)
  • ୨୩ ଅକ୍ଟୋବର – ଦଶହରା (ଗୁରୁବାର)
  • ୧୨ ନଭେମ୍ବର – ଦିୱାଲୀ (ବୁଧବାର)
  • ୧୩ ନଭେମ୍ବର – ଗୋବର୍ଦ୍ଧନ ପୂଜା (ଗୁରୁବାର)
  • ୧୪ ନଭେମ୍ବର – ଶିଶୁ ଦିବସ (ଶୁକ୍ରବାର)
  • ୨୫ ଡିସେମ୍ବର – ଖ୍ରୀଷ୍ଟମାସ (ଗୁରୁବାର)
  • ଡିସେମ୍ବର ୩୧ – ନୂଆ ବର୍ଷ ଇଭ୍ (ବୁଧବାର)

ଏହାବ୍ୟତୀତ କିଛି ଏମିତି ଛୁଟି ମଧ୍ୟ ରହିଛି ଯେଉଁଥିରେ ଛୁଟି ଦେବା ନିଷ୍ପତ୍ତି କାର୍ଯ୍ୟାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନ ଉପରେ ନ୍ୟସ୍ତ କରାଯାଇଛି ।

  • ୧ ଜାନୁଆରୀ – ନବବର୍ଷ (ବୁଧବାର)
  • ୧୫ ଜାନୁଆରୀ – ମକର ସଂକ୍ରାନ୍ତି (ବୁଧବାର)
  • ୧୯ ଫେବୃଆରୀ – ମହା ଶିବରାତ୍ରୀ (ବୁଧବାର)
  • ମାର୍ଚ୍ଚ ୮ – ଆନ୍ତର୍ଜାତୀୟ ମହିଳା ଦିବସ (ଶନିବାର)
  • ୯ ଏପ୍ରିଲ୍ – ରାମ ନବମୀ (ବୁଧବାର)
  • ଏପ୍ରିଲ୍ ୨୨ – ପୃଥିବୀ ଦିବସ (ମଙ୍ଗଳବାର)
  • ୫ ମଇ – ବୁଦ୍ଧ ପୂର୍ଣ୍ଣିମା (ସୋମବାର)
  • ଜୁନ୍ ୫ – ବିଶ୍ୱ ପରିବେଶ ଦିବସ (ଗୁରୁବାର)
  • ୩୦ ଜୁଲାଇ – ମୋହରାମ (ବୁଧବାର)
  • ୫ ଅଗଷ୍ଟ – ରାଧା ବୃନ୍ଦାବନ (ମଙ୍ଗଳବାର)
  • ୧୭ ସେପ୍ଟେମ୍ବର – ଗଣେଶ ଚତୁର୍ଥୀ (ବୁଧବାର)
  • ୫ ଅକ୍ଟୋବର – ବିଜୟ ଦଶମୀ (ରବିବାର)
  • ୨୧ ଅକ୍ଟୋବର – କରବା ଚୌଥ (ମଙ୍ଗଳବାର)
  • ୪ ନଭେମ୍ବର – କରବା ଚୌଥ (ମଙ୍ଗଳବାର)
  • ୨୮ ନଭେମ୍ବର – ଇଦ୍-ଇ-ମିଲାଦ (ଗୁରୁବାର)
  • ୧୮ ଡିସେମ୍ବର – ଗୀତା ଜୟନ୍ତୀ (ବୁଧବାର)
  • ୨୦ ଡିସେମ୍ବର – ଇଦ୍-ଇ-ମିଲାଦ (ଶୁକ୍ରବାର)
  • ଡିସେମ୍ବର ୨୫ – ଖ୍ରୀଷ୍ଟମାସ (ଗୁରୁବାର)
  • ଡିସେମ୍ବର ୩୧ – ନୂଆ ବର୍ଷ (ବୁଧବାର)

ତେବେ ଉତ୍ତର ପ୍ରଦେଶ ସରକାରଙ୍କ ତରପରୁ ଏହି ଛୁଟି ତାଲିକା ପ୍ରକାଶ ପାଇଛି ।