ଓଡ଼ିଶା ଭାସ୍କର: ମନୁଷ୍ୟ ପରି ପଶୁମାନଙ୍କର ବି ଭାବନା ଅଛି । ସେମାନେ ମଧ୍ୟ ଅନ୍ୟର ଦୁଃଖ ବୁଝିବାରେ ସକ୍ଷମ ।
ଆଉ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଏହି ଭିଡିଓ ମାଧ୍ୟମରେ ।
ଭିଡିଓରେ କ’ଣ ଦର୍ଶାଯାଇଛି: ଜଣଙ୍କ ଘର ଟିଭିରେ କାର୍ଟୁନ ଚାଲିଛି । ସେହି କାର୍ଟୁନରେ ଏକ ସିଂହ ଛୁଆ ତା ବାପାକୁ ଉଠାଇବାକୁ ଚେଷ୍ଟା କରୁଛିା
କିନ୍ତୁ ସେ ଅନବିଜ୍ଞ କି ତା ବାପା ଚିର ନିଦ୍ରାକୁ ଚାଲିଯାଇଛନ୍ତିା ସେ ଆଉ କେବେ ତା ପାଖକୁ ଫେରିବେ ନାହିାଁ
ସେ ସାହାଯ୍ୟ ପାଇଁ ଚାରି ଆଡ଼େ ଅନାଉଛି । ଡାକ ବି ଦେଉଛି କିନ୍ତି କେହି ଆସୁନାହାଁନ୍ତି ।
ଭାବୁକ ହେଲା କୁକୁର: ମୁକ ପ୍ରାଣୀ କିଛି ନ କହିପାରିଲେ ବି ସିଂହ ଛୁଆର ଭାବନାକୁ ସେ ବୁଝି ପାରିଛି । ସତେ ଯେପରି ଏହା ତା’ ଜୀବନର ଘଟଣା ।
କୁକୁର ନିଜ ବ୍ୟବହାର ମାଧ୍ୟମରେ ସିଂହ ଛୁଆ ପ୍ରତି ଦୟା ଭାବନା ବ୍ୟକ୍ତ କରୁଛିା
କାହିଁକି ଭୋକିଲା କୁକୁର: ଟିଭି ପରଦାରେ ନୂଆ ଚରିତ୍ରକୁ ଦେଖି କୁକୁର ଭୋକି ଥିଲାା ସତେ ଯେପରି ସେ ସିଂହ ଛୁଆକୁ କିଛି କ୍ଷତି ପହଞ୍ଚାଇବା
ସିଂହ ଛୁଆକୁ ରକ୍ଷା କରିବା ଉଦେ୍ଦଶ୍ୟରେ ଘରେ ଥିବା କୁକୁର ଭୋକିଥିଲା ।
ଏହି ଭିଡିଓ ଦେଖି ଗୋଟିଏ ପଶୁର ଅନ୍ୟ ପଶୁ ପ୍ରତି ଥିବା ଭାବନାକୁ ଠିକ୍ ଜାଣି ପାରିବାା
View this post on Instagram