୪୮ ଜଣ ସରକାରୀ କର୍ମଚାରୀ ପାଇବେନି ଦରମା, କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

୪୮ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ

ନୂଆଦିଲ୍ଲୀ: ୪୮ଜଣ ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯିବନି ବୋଲି ନିର୍ଦ୍ଦେଶ ହୋଇଛି। ଏହି ବନ୍ଦ ନିର୍ଦ୍ଦେଶ ଦେଲେ କଟକ ଅତିରିକ୍ତ ଜିଲ୍ଲାପାଳ। ସିଡିଏମ୍‌ଓ, ତହସିଲଦାର, ୧୦ ବିଡିଓଙ୍କ ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।