• Likes
  • Followers
  • Subscribers
  • Followers
  • Android App
  • Saturday, July 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ବାର୍ଷିକ ଏତିକି ଟଙ୍କା ନିବେଶ କଲେ ପାଇବେ ୧,୦୩,୦୮,୦୧୫, ଜାଣନ୍ତୁ ହିସାବ

ବାର୍ଷିକ ଏତିକି ଟଙ୍କା ନିବେଶ କଲେ ପାଇବେ ୧,୦୩,୦୮,୦୧୫, ଜାଣନ୍ତୁ ହିସାବ

ମାଲାମାଲ କରିଦେବ ଏହି ନିବେଶ, ବାର୍ଷିକ ଏତିକି ଟଙ୍କା ନିବେଶ କଲେ ପାଇବେ ଏକ କୋଟି

By Chinmayee Beura On Mar 22, 2025 at 8:17 PM
Share

ନୂଆଦିଲ୍ଲୀ: ସରକାରୀ ନିବେଶ ଯୋଜନାରେ ପିପିଏଫ ଲୋକପ୍ରିୟ ସେଭିଙ୍ଗସ ସ୍କିମ । ଏହି ଲଙ୍ଗ ଟର୍ମ ପ୍ଲାନର ଆରମ୍ଭ ୧୯୬୮ରେ ହୋଇଥିଲା । ଏହାର ଉଦ୍ଦେଶ୍ୟ ନିବେଶକାରୀଙ୍କୁ ଆୟକର ଅଧିନିୟମ ୧୯୬୧ର ସେକ୍ସନ ୮୦ସି ଅନୁଯାୟୀ, ଟ୍ୟାକ୍ସ ବେନିଫିଟ ସହ ଗ୍ୟାରେଣ୍ଟି ରିଟର୍ଣ୍ଣ ପ୍ରଦାନ କରିବା ।

ଯେକୌଣସି ବ୍ୟକ୍ତି ପୋଷ୍ଟ ଅଫିସ ବା ବ୍ୟାଙ୍କରେ ୫୦୦ ଟଙ୍କାର ମିନିମମ ଇନଭେଷ୍ଟମେଣ୍ଟ ସହ ପିପିଏଫ ଆକାଉଣ୍ଟ ଖୋଲିପାରିବେ ।

ଯଦି ଆପଣ ଏହି ନିବେଶରେ ଦେଢ ଲକ୍ଷ ଟଙ୍କା ନିବେଶ କରୁଛନ୍ତି ତେବେ ୧୫ ବର୍ଷରେ ଆପଣ ୨୨.୫୦ ଲକ୍ଷର ନିବେଶ କରୁଛନ୍ତି । ଏହି ସମୟରେ ଏଥିରୁ ଆପଣଙ୍କୁ ୧୮ .୧୮ ଲକ୍ଷ ଟଙ୍କାର ସୁଧ ମିଳିବ ।

ଆହୁରି ପଢନ୍ତୁ

ଶିଶୁଙ୍କୁ ସ୍ତନ୍ୟପାନ କରାଉଛନ୍ତି କି ?…

ରାହୁଲ ଗାନ୍ଧିଙ୍କୁ ପଟ୍ଟଚିତ୍ର ଉପହାର ଦେଲେ…

ଏହି ହିସାବରେ ମାଚ୍ୟୁରିଟି ଆମାଉଣ୍ଟ ୪୦,୬୮,୨୦୯ ଟଙ୍କା ହେବ । ନିବେଶକ ଏହା ଉପରେ ପାଞ୍ଚ ବର୍ଷର ଏକ୍ସଟେନ୍ସନ ନେଇପାରିବେ ଏବଂ ପୂର୍ବ ଭଳି ପ୍ରତି ବର୍ଷ ୧.୫୦ ଲକ୍ଷ ଟଙ୍କାର ଇନଭେଷ୍ଟମେଣ୍ଟ ଜାରି ରଖିପାରିବେ ।

୨୦ ବର୍ଷରେ ନିବେଶର ରାଶି ବଢି ୩୦,୦୦,୦୦୦ ଟଙ୍କା ହେବ ଏବଂ ଏହା ଉପରେ ୩୬,୫୮,୨୮୮ ଟଙ୍କାର ସୁଧ ମିଳିବ । ଏହି ଭଳି ମାଚ୍ୟୁରିଟି ଆମାଉଣ୍ଟ ହାରାହାରି ୬୬,୫୮,୨୮୮ ଟଙ୍କା ହେବ ।

ଏଠାରେ ନିବେଶକ ପାଞ୍ଚ ବର୍ଷର ଆଉ ଏକ ଏକ୍ସଟେନ୍ସନ ନେଇପାରିବେ । ଏଥିସହ ଆପଣ ବାର୍ଷିକ ଦେଢ ଲକ୍ଷ ଟଙ୍କାର ନିବେଶ ଜାରି ରଖିପାରିବେ ।

ଏହିଭଳି ଆପଣ ୨୫ ବର୍ଷରେ ନିବେଶ ରାଶି ୩୭.୫୦ ଲକ୍ଷ ରେ ସୁଧ ୬୫,୫୮,୦୧୫ ଟଙ୍କା ହେବ । ଏହା ସମୁଦାୟ ମିଶି ମାଚ୍ୟୁରିଟି ଆମାଉଣ୍ଟ ୧,୦୩,୦୮,୦୧୫ ଟଙ୍କା ହେବ ।

Share

Prev Post

ବିନୋଦ ଶୁକ୍ଳାଙ୍କୁ ଜ୍ଞାନପୀଠ ପୁରସ୍କାର

Next Post

ରହସ୍ୟମୟ ନଦୀ…କିଛି ମାସ ବ୍ୟତୀତ ଏଠି ବର୍ଷସାରା ବୋହିଥାଏ ସୁନା!

You might also like More from author
Breaking News

ଶିଶୁଙ୍କୁ ସ୍ତନ୍ୟପାନ କରାଉଛନ୍ତି କି ? ଜାଣନ୍ତୁ କେମିତି ରହିବ ଆପଣଙ୍କ ଡେଲି ରୋଟିନ, ନଚେତ୍ ଶିଶୁ…

Breaking News

ରାହୁଲ ଗାନ୍ଧିଙ୍କୁ ପଟ୍ଟଚିତ୍ର ଉପହାର ଦେଲେ ଭବାନୀପାଟଣା ବିଧାୟକ, ଓଡ଼ିଶାର ପାରମ୍ପରିକ ଶିଳ୍ପକୁ…

Breaking News

Radhika Murder: ପ୍ରି-ପ୍ଲାନ ଥିଲା ଟେନିସ୍ ଖେଳାଳିଙ୍କ ହତ୍ୟା, ବାପା କହିଲେ-“ଝିଅକୁ ହତ୍ୟା କରିବା…

Breaking News

ଡେଲିଭରି ତାରିଖ ଆସିଲା ରାସ୍ତ ନ ହେଲା, ଗର୍ଭବତୀ ମହିଳାଙ୍କ ଦାବି ଶୁଣି ମୁଣ୍ଡରେ ହାତ ଦେଲେ MP,…

Breaking News

ଖୁବଶୀଘ୍ର ଭାରତରେ ଲାଞ୍ଚ ହେବ ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର କମ୍ପାନୀ ଟେସଲା, ଦେଲା ବଡ ସରପ୍ରାଇଜ

Astrology

ଏହି 3ଟି ରାଶିରେ ହଠାତ୍ ହେବ ଧନର ବର୍ଷା, ବ୍ୟବସାୟରେ ମିଳିବ ସାହାଯ୍ୟ, ପଢନ୍ତୁ ଆଜିର ରାଶିଫଳ

Prev Next
Advertisement
ADVERTISEMENT
Odisha Bhaskar

Recent Posts

୧୫ ତାରିଖରୁ YouTube ଲାଗୁ କରିବ ନୂଆ ନିୟମ,…

୧୬ ବର୍ଷ ବୟସରେ ବିବାହ, ୧୭ ବର୍ଷରେ…

ପାକିସ୍ତାନ ଆର୍ମିକୁ ବଡ଼ ଝଟକା: ୫୦ ପାକ୍ ସେନା…

ଶିଶୁଙ୍କୁ ସ୍ତନ୍ୟପାନ କରାଉଛନ୍ତି କି ?…

ସ୍କୁଲ ଛାତରୁ ପଡ଼ି ଛାତ୍ର ମୃତ, ଘରୋଇ ଇଂରାଜୀ…

ଝଡ଼ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଶିଶୁଙ୍କୁ ସ୍ତନ୍ୟପାନ କରାଉଛନ୍ତି କି ?…

ରାହୁଲ ଗାନ୍ଧିଙ୍କୁ ପଟ୍ଟଚିତ୍ର ଉପହାର ଦେଲେ…

Radhika Murder: ପ୍ରି-ପ୍ଲାନ ଥିଲା ଟେନିସ୍…

ଡେଲିଭରି ତାରିଖ ଆସିଲା ରାସ୍ତ ନ ହେଲା,…

Prev Next 1 of 27,735
© 2025 - TK Digital All Rights Reserved.