ଭୁବନେଶ୍ୱର: ଓଡ଼ିଶା ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବଢିଲା ମହଙ୍ଗା ଭତ୍ତା । ୨ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର । ମହଙ୍ଗା ଭତ୍ତା ୫୩% ରୁ ୫୫ ପ୍ରତିଶତକୁ ବଢିଲା । ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ । ପେନସନ ଭୋଗୀଙ୍କ ଟିଆଇରେ ମଧ୍ୟ ୨ ପ୍ରତିଶତ ବୃଦ୍ଧି ହୋଇଛି ।