ନୂଆଦିଲ୍ଲୀ: ତାଜିକିସ୍ତାନରେ ବର୍ତ୍ତମାନ ଭୂମିକମ୍ପ ଅନୁଭୂତ ହୋଇଛି। ନେସନାଲ ସେଣ୍ଟର ଫର ସିସ୍ମୋଲୋଜୀ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୨ ମାଗ୍ନିଚ୍ୟୁଡ ଜାରି କରାଯାଇଛି। ଏହି ଭୂମିକମ୍ପର କେନ୍ଦ୍ର ଭୂମିଠାରୁ ୧୧୦ କିମି ଗଭୀରରେ ଥିଲା।
ଏନସିଏସ୍ ଅନୁଯାୟୀ, ଶନିବାର (ଏପ୍ରିଲ୍ 12) ମଧ୍ୟାହ୍ଣ 12ଟା 24ମିନିଟରେ ଏହି ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନରେ ଥିଲା। ଭୂକମ୍ପ ଯୋଗୁଁ ଲୋକମାନେ ଘରୁ ବାହାରକୁ ଆସିଥିଲେ। ତେବେ ଏହି ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ।
EQ of M: 4.2, On: 12/04/2025 12:24:09 IST, Lat: 37.04 N, Long: 71.68 E, Depth: 110 Km, Location: Tajikistan.
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/jyTLLaU5Ta— National Center for Seismology (@NCS_Earthquake) April 12, 2025