Big Breaking: କି ଦୋଷ କରିଥିଲା ଏହି ନିରୀହ ଶିଶୁ, ୨ୟ ଶ୍ରେଣୀ ଛାତ୍ରୀଙ୍କୁ ମାରି ବାଉଁଶ ଖୁଣ୍ଟରେ ଟାଙ୍ଗିଦେଲେ!

ବିଦ୍ୟାଳୟରୁ ଉଦ୍ଧାର ହେଲା ୨ୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଉଦଳା: ଆଶ୍ରମ ବିଦ୍ୟାଳୟରୁ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୨ୟ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ସୂଚନାନୁଯାୟୀ, ଶାଳଖୁଣ୍ଟା ସ୍ଥିତ ବିଦ୍ୟାଳୟରୁ ଉଦ୍ଧାର ହୋଇଛି ଏହି ଝୁଲନ୍ତା ମୃତଦେହ। ବାଉଁଶ ଖୁଣ୍ଟ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଏହି ମୃତଦେହ।

କିପରି ଏହି ଛୋଟ ପିଲାର ଝୁଲନ୍ତା ମୃତଦେହ ମିଳିଲା ସମସ୍ତଙ୍କ ସନ୍ଦେହ ହେଉଛି। ଏଥିପାଇଁ ସମସ୍ତେ କହୁଛନ୍ତି ଯେ, କିଏ ଜଣେ ଏହି ଶିଶୁକୁ ମାରି ଟାଙ୍ଗିଦେଇଛି।