fbpx

୨୧୭୩ କୋଟିର ୪ ପ୍ରକଳ୍ପକୁ ମିଳିଲା ମଞ୍ଜୁରି

ଭୁବନେଶ୍ୱର,୨୪ ।୭(ଓଡିଶା ଭାସ୍କର): ରାଜ୍ୟର ଧାତବ ଶିଳ୍ପ କ୍ଷେତ୍ରରେ ୪ଟି ପ୍ରକଳ୍ପକୁ ମିଳିଛି ସରକାରୀ ମଞ୍ଜୁରି । ୨ ହଜାର ୧୭୩ କୋଟିର ୪ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛି ଏସଏଲଏସଡବ୍ଲୁସିଏ । ତେବେ ଏହି ୪ଟି ପ୍ରକଳ୍ପରେ ୧ ହଜାର ୧୨୨ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.