fbpx
BSKY
BJD SHG SKY
BJD YOUTH SKY

କରୋନା ଟେଷ୍ଟର ୩୦ ସେକେଣ୍ଡରେ ମିଳିବ ଫଳାଫଳ!

ନୂଆଦିଲ୍ଲୀ,୨୫/୭: ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସେନେଇ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ଭାରତ ଆସୁଛନ୍ତି ଇସ୍ରାଏଲ ବୈଜ୍ଞାନିକ ଦଳ। ସେମାନେ ମିଳିତ ଭାବେ ରାପିଡ୍ ଟେଷ୍ଟ କିଟ୍ ପ୍ରସ୍ତୁତ କରିବେ। ଯାହାର ଫଳାଫଳ ୩୦ ସେକେଣ୍ଡରେ ମିଳିବ ବୋଲି ସୂଚନା ମିିିଳିଛି।

Get real time updates directly on you device, subscribe now.