ପୁରୀ: ସୁଆର ମହାସୁଆର ନିଯୋଗ ପକ୍ଷରୁ ବଡ଼ ସୂଚନା । ଅବଢ଼ା ଓ ଶୁଖିଲା ମହାପ୍ରସାଦ ପ୍ରସ୍ତୁତକାରୀଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଦୀଘାରେ ଉଦଘାଟିତ ହୋବକୁ ଯାଉଛି, ଶ୍ରୀଜଗନାଥ ମନ୍ଦିର ନେଇ ଏହି ନିର୍ଦ୍ଦେଶାନମାମା ହୋଇଛି ।
ନିର୍ଦ୍ଦେଶାନାମା ଜାରି କରାଯାଇ କୁହାଯାଇଛି ଯେ, ଉଦଘାଟନୀ ଦିନ ରୋଷ କର୍ଯ୍ୟରେ ସାମିଲ ହେବାକୁ ମନକରାଇଛି । ସାମିଲ ହେଲେ ସମ୍ପୃକ୍ତ ସୁପକାର ସଭ୍ୟଙ୍କୁ ନିଯୋଗର ବାସିନ୍ଦା କରାଯିବ ।
ଏଥିସହ ଶ୍ରୀମନ୍ଦିର କାର୍ଯ୍ୟରୁ ସବୁଦିନ ବାରଣ କରାଯିବ । ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ଦସ୍ତଖରେ ସୂଚନା ଜା