ପୁରୀ: ପୁରୀ ଶ୍ରୀମନ୍ଦିରରୁ ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହେବ। ଭିତରକାଠ ନିକଟରେ ବାନ୍ତି ପଡିଥିବାରୁ ବଡ଼ ମହାସ୍ନାନ ହେବ।
ମହାପ୍ରଭୁଙ୍କ ବଡ଼ ମହାସ୍ନାନର ନୀତିକାନ୍ତି ପାଇଁ ୧ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ। ଭିତରେ ବେଢାରେ ପାଶ୍ୱର୍ ଦେବାଦେବୀଙ୍କୁ ଦର୍ଶନ କରିପାରିବେ ଭକ୍ତ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।