• Likes
  • Followers
  • Subscribers
  • Followers
  • Android App
  • Saturday, August 23, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • ଖବର
  • ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ସହ, ବଡ଼ ବଡ଼ ଅଭିନେତ୍ରୀଙ୍କ ଇନଷ୍ଟା ବ୍ଲକ କଲା ଭାରତ

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ସହ, ବଡ଼ ବଡ଼ ଅଭିନେତ୍ରୀଙ୍କ ଇନଷ୍ଟା ବ୍ଲକ କଲା ଭାରତ

ପହଲଗାମ୍ ଆତଙ୍କୀ ହମଲାକୁ ନେଇ ପାକିସ୍ତାନ ବିରୋଧରେ ଭାରତର ବଡ଼ ସାଇବର ଆଟାକ୍।

By Subhasmita Das Last updated May 2, 2025 at 5:51 PM
Share

ନୂଆଦିଲ୍ଲୀ: ପୁଣି ପାକିସ୍ତାନକୁ ଝଟକା ଦେଲା ଭାରତ। ଗୋଟେ ପରେ ଗୋଟେ ବଡ଼ ପଦକ୍ଷେପ ନେଉଛି ଭାରତ। ପୂର୍ବରୁ ପାକିସ୍ତାନର ଅନେକ ଚ୍ୟାନେଲ ଭାରତରେ ବ୍ୟାନ କରାଯାଇଥିଲା। ଆଉ ଏବେ ସିଧା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଦେଲା ଭାରତ।

ହଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହେବାଜ୍ ସରିଫଙ୍କ ୟୁଟ୍ୟୁବ ଚ୍ୟାନେଲ୍ ବ୍ଲକ। ସରିଫଙ୍କ ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲ ବ୍ଲକ କଲା ଭାରତ। ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତର ସାଇବର ଆଟାକ୍।

ପାକିସ୍ତାନ ବିରୋଧରେ ଭାରତର ବଡ଼ ସାଇବର ଆଟାକ୍। କେବଳ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କରିଛି ଭାରତ ତା ନୁହେଁ, ଏହାସହ କ୍ରିକେଟ୍ ସାହିନ୍ ଆଫ୍ରିଦି, ବାବର ଆଜାମ, ରିଜଓ୍ୱାନଙ୍କ ଇନଷ୍ଟା ଆଇଡ଼ି ମଧ୍ୟ ବ୍ଲକ କଲା ଭାରତ।

ଆହୁରି ପଢନ୍ତୁ

ହେ ଗୁରୁ ତୁମେ ମହାନ୍… ଗରିବ ଛାତ୍ରଙ୍କ…

6,6,6,6,6…, ଏହି ଦୁର୍ଦ୍ଦଶ ବ୍ୟାଟରଙ୍କ…

ପାକିସ୍ତାନର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କର ଇନଷ୍ଟା ମଧ୍ୟ ବ୍ଲକ କରିଛି ଭାରତ। ହାନିଆ ଅମିର ଏବଂ ଅଲ୍ଲୀ ଫାଜଲଙ୍କ ଇନଷ୍ଟା ଆକାଉଣ୍ଟ ମଧ୍ୟ ବ୍ୟାନ୍। ଏମିତି ଗୋଟେ ପରେ ଗୋଟେ ମାଷ୍ଟର ଷ୍ଟ୍ରୋକ୍ ଦେଉଛି ଭାରତ।

Share

Prev Post

ମାଟ୍ରିକ୍ ପାସ୍‌ହାର: ଗଜପତି ଜିଲ୍ଲା ୧-ନଂ, ସବାତଳେ କୋରାପୁଟ

Next Post

ଅମରାବତୀରେ ନୂଆ ଆରମ୍ଭ: ୬ ବର୍ଷ ପରେ ପୁଣି କ୍ୟାପିଟାଲ ପ୍ରୋଜେକ୍ଟ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

You might also like More from author
ଦେଶ

ହେ ଗୁରୁ ତୁମେ ମହାନ୍… ଗରିବ ଛାତ୍ରଙ୍କ ପାଇଁ ସାର୍ ପାଲଟିଛନ୍ତି ସେଲୁନବାଲା, ୧୫ ବର୍ଷ ଧରି…

Featured

6,6,6,6,6…, ଏହି ଦୁର୍ଦ୍ଦଶ ବ୍ୟାଟରଙ୍କ ବ୍ୟାଟରୁ ହେଉଥିଲା ରନର ଅଗ୍ନି ବର୍ଷା, ଅର୍ଜୁନଙ୍କ…

Breaking News

୧୪ ବର୍ଷର ସମ୍ପର୍କୀୟ ଭଉଣୀକୁ ବିଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଭାଇକୁ ବାନ୍ଧିଲା ପୋଲିସ

Featured

ZOMATO କି SWIGGY ନୁହେଁ,ଏଣିକି ରୋବୋଟ ଆଣିଦେବ ଆପଣଙ୍କ ଘରକୁ ଖାଦ୍ୟ, କେମିତି ଜାଣନ୍ତୁ…

Cricket

କୋଚ ଗମ୍ଭୀର ଖେଳୁଛନ୍ତି ବଡ଼ ଗେମ୍, ଶ୍ରେୟସ ଗିଲଙ୍କଠୁ ହଜାରେ ଗୁଣ ଭଲ, ହେଲେ ବି କାହିଁକି ନା…

Top Stories

ଏହି ଡିଭାଇସ୍ ଆପଣଙ୍କ ଇଣ୍ଟରନେଟକୁ କରିଦେବ 10 ଗୁଣା ସ୍ପିଡ଼, ଜାଣନ୍ତୁ କେମିତି…

Prev Next
Advertisement
ADVERTISEMENT
Odisha Bhaskar

Recent Posts

ହେ ଗୁରୁ ତୁମେ ମହାନ୍… ଗରିବ ଛାତ୍ରଙ୍କ…

ପୁରୀ ବୁଲିବାକୁ ହାଇବାଦରୁ ଆସିଥିଲେ ପର୍ଯ୍ୟଟକ,…

ଲଗାଣ ବର୍ଷାରେ ବଢୁଛି ହୀରାକୁଦ ଜଳସ୍ତର, ଆଜି…

ଯଦି ଏତିକି ଦିନ Physical ହେଲା ପରେ ବି…

ଶନି ଅମାବାସ୍ୟାରେ ଏହି ୩ ରାଶି ରୁହନ୍ତୁ…

6,6,6,6,6…, ଏହି ଦୁର୍ଦ୍ଦଶ ବ୍ୟାଟରଙ୍କ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ହେ ଗୁରୁ ତୁମେ ମହାନ୍… ଗରିବ ଛାତ୍ରଙ୍କ…

6,6,6,6,6…, ଏହି ଦୁର୍ଦ୍ଦଶ ବ୍ୟାଟରଙ୍କ…

୧୪ ବର୍ଷର ସମ୍ପର୍କୀୟ ଭଉଣୀକୁ ବିଲକୁ ନେଇ…

ZOMATO କି SWIGGY ନୁହେଁ,ଏଣିକି ରୋବୋଟ…

Prev Next 1 of 15,489
© 2025 - TK Digital All Rights Reserved.