fbpx

ସଟଡାଉନ ହେଲା କଟକର ନିଶ୍ଚିନ୍ତକୋଇଲି

କଟକ,୨୭/୭(ଓଡିଶା ଭାସ୍କର): କଟକ ନିଶ୍ଚିନ୍ତକୋଇଲି ବଜାର, ହାଟ ଓ ପଞ୍ଚାୟତ ଦିନକ ପାଇଁ ସଟ୍‌ଡାଉନ ହୋଇଛି। ୨୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସେଠାରେ ସଟ୍‌ଡାଉନ ଘୋଷଣା କରାଯାଇଛି। ତେବେ କାଲି ନିଶ୍ଚିନ୍ତକୋଇଲି ବ୍ଲକର ୧୭ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.