ପୁରୀରେ ପୋଲିସ ଡିଜି ୱାଇ.ବି ଖୁରାନିଆ, ରଥଯାତ୍ରା ସୁରକ୍ଷା ନେଇ ବସିବ ବଡ଼ ବୈଠକ

ପୁରୀରେ ଡିଜିପି, ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବସିବ ବଡ଼ ବୈଠକ

ନୂଆଦିଲ୍ଲୀ: ପୁରୀରେ ପୋଲିସ ଡିଜି ୱାଇ.ବି ଖୁରାନିଆ ପହଞ୍ଚିଛନ୍ତି। ସେ ଶ୍ରୀମନ୍ଦିର ସୁରକ୍ଷାର କରିବେ ସମୀକ୍ଷା। ରଥଯାତ୍ରା ସିରକ୍ଷାକୁ ନେଇ ବସିବ ବଡ଼ ବୈଠକ। ଏହି ବୈଠକରେ ସାମିଲ ହେବେ ବରିଷ୍ଠ ଅଧିକାରୀ।

ଆଗକୁ ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ମହାପ୍ରଭୁଙ୍କୁ ପାଖରୁ ଦେଖିବା ଲାଗି ଭକ୍ତରଙ୍କ ଭିଡ଼ ଲାଗିବ ବଡ଼ଦାଣ୍ଡରେ। ତେବେ ଏହା କିପରି ଭାବେ ସୁପରିଚାଳନା କରାଯିବ ଆଜି ପୁରୀରେ ବୈଠକ ବସିବ। ଏଥିପାଇଁ ଡିଜି ୱାଇ.ବି ଖୁରାନିଆ ପୁରୀରେ ପହଞ୍ଚିଛନ୍ତି।