ଦିଲ୍ଲୀରେ AAPକୁ ବଡ଼ ଝଟକା, ୧୩ କାଉନସିଲର ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟୀର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।

ହେମଚନ୍ଦ୍ର ଗୋୟଲଙ୍କ ନେତୃତ୍ୱରେ ଏକ Third Front Party ଗଠନ ହେବାକୁ ଯାଉଛି। ସମସ୍ତ ନିଗମ କାଉନସିଲର ଇସ୍ତଫା ଦେଇ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟୀ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପାର୍ଟୀର ଲିଡର ମୁକେଶ ଗୋୟଲ ହେବେ।