fbpx

ଖୁସି ଖବର: ଗଞ୍ଜାମରେ ସଫଳ ହେଲା ପ୍ଲାଜମା ଥେରାପି

ଗଞ୍ଜାମ,୨୮ ।୭(ଓଡିଶା ଭାସ୍କର): ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମାରୀ । ଏହାରି ମଧ୍ୟରେ କରୋନା ମୁକାବିଲା ଦିଗରେ ସଫଳ ହୋଇଛି ପ୍ଲାଜମା ଥେରାପି । ଗଞ୍ଜାମରେ ପ୍ଲଜମା ଥେରାପି ନେଇଥିବା ୩ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଏହି ୩ ରେଗାୀ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ନେଇ ଜିଲ୍ଲାପାଳ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.