ରାୟଗଡ଼ା: ସ୍ୱାମୀର ଠେଙ୍ଗାମାଡ଼ରେ ସ୍ତ୍ରୀ ମୃତ । ଏ ପ୍ରକାର ଅଭାବନୀୟ ଘଟଣା ଆମ୍ବଦଳୀ ଥାନା ଅର୍ନ୍ତଗତ ମାତାବାରୁ ଗାଁରେ ଘଟିଛି ।
ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ଝଗଡ଼ାରେ ସ୍ୱାମୀ ରାଗିଯାଇ ସ୍ତ୍ରୀ ଉପରକୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଯାହାପରେ ଘଟଣାସ୍ଥଳରେ ହିଁ ସ୍ତ୍ରୀର ମୃତ୍ୟୁୂ ଘଟିଥିଲା
ଜଘନ୍ୟ ହତ୍ୟାକାଣ୍ଡର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଅଭିଯୂକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।