ମାଡ଼ି ଆସୁଛି ବଡ଼ ବିପଦ! ବଜ୍ରାଘାତରେ ଫାଟିଲା ଗଜନ୍ନାଥ ମନ୍ଦିର ଦଧିନଉତି

ଭଦ୍ରାକ: ବଜ୍ରାଘାତରେ ମନ୍ଦିର ପଧିନଉତି ଗଲା ଫାଟି । ହରିପୁର ଜଗନ୍ନାଥ ମନ୍ଦିଦର ଦଧିନଉତିର କିଛି ଅଂଶ ଫାଟିଥିବା ଜଣାପଡ଼ିଛି ।

ପାଖରେ ଥିବା ଏକ ଶିବ ମନ୍ଦିରରେ ମଧ୍ୟ ଅଘଟଣ ଘଟିଥିବା ଜଣାପଡ଼ିଛି ।

କିଛି ଦିନର ଗୁଳୁଗୁଳି ପରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଓ ମଧ୍ୟମ ଧରଣର ବର୍ଷା ହୋଇଛି । ଭଦ୍ରାକରେ ମଧ୍ୟ ବର୍ଷା ହୋଇଛି ।