ଭୁବନେଶ୍ୱର: ଭୁବନେଶ୍ୱର BDA ଅଞ୍ଚଳରେ ବିଭିନ୍ନ ହୋଟେଲରେ BMC ଓ ଖାଦ୍ୟ ସୁରକ୍ଷା ପକ୍ଷରୁ କରାଯାଇଛି ରେଡ। ଖାଦ୍ୟର ମାନ ଏବଂ ବାସି ଖାଦ୍ୟର ଯାଞ୍ଚ କରୁଛନ୍ତି ସ୍କ୍ୱାଡ।
ବର୍ତ୍ତମାନ ହଇଜା ଏବଂ ଡାଇରିଆ ଦ୍ୱାରା ଲୋକେ ଯେପରି ମୃତ୍ୟୁବରଣ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି BMC ଓ ଖାଦ୍ୟ ସୁରକ୍ଷା ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଏହା କେବଳ ଡବଲ ଇଞ୍ଜିନ ସରକାର ଆସିବା ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ଲୋକେ କହୁଛନ୍ତି।