ନୂଆଦିଲ୍ଲୀ: ଆଜି 12 ଟା 1 ମିନିଟରେ ଲଞ୍ଚ ହେବ ଆକ୍ସିଅମ-4 ମିଶନ। ଫ୍ଲୋରିଡ଼ା ସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଉଡାଣ ଭରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ କ୍ରୁ ସଦସ୍ୟ।
ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ 6ଥର ଘୁଞ୍ଚିଲା ପରେ ଆସିଲା ନାସାର ନୂଆ ତାରିଖ।
ନାସାର କେନେଡ଼ି ସ୍ପେସ ସେଣ୍ଟରରୁ ଫାଲକନ 39ଏରୁ ଲଞ୍ଚ ହେବ ଏବଂ 26 ଜୁନ ଭାରତୀୟ ସମୟ ଅପରାହ୍ନ 4 ଟା 30ରେ ଡକିଂ ହେବ।