ବାହାରିବ ସମାଧାନ! ଛୁଟିରେ OAS ଅଫିସର, CM ମନ୍ତ୍ରୀମାନଙ୍କ ସହ କରୁଛନ୍ତି ଆଲୋଚନା

ଭୁବନେଶ୍ୱର: ଓଏଏସ୍ ଅଫିସରଙ୍କ ସମୂହ ଛୁଟି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ବଡ଼ ବୈଠକ ବସିଛି ।

ମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ବିଏମସି ଅଫିସରେ ଅତିରିକ୍ତ ସଚିବଙ୍କୁ ମାଡ଼ ମରାଯିବା ଘଟଣାରେ, ରାଜ୍ୟର ବିଭିନ୍ନ ଅଞ୍ଚଳରେ ଓଏଏସ୍ ଅଫିସରମାନେ ସାମୂିଂକ ଛୁଟି କରି ଅଫିସ ଆସିବା ବନ୍ଦ କରିଛନ୍ତି ।

ଯାହାକୁ ନେଇ କାର୍ଯ୍ୟାଳୟଗୁଡିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।