କାଲି ଘରକୁ ଫେରୁଛନ୍ତି ଶୁଭାଂଶୁ, କାଉଣ୍ଟଡାଉନ୍ ହୋଇସାରିଲାଣି ଆରମ୍ଭ 

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ  ମହାକାଶ ଷ୍ଟେଶନରୁ ଫେରୁଛନ୍ତି ଶୁଭାଂଶୁ ଶୁକ୍ଳା । ସଫଳତାର ସହ ଶେଷ ହେଲା ଅନଡକିଂ ପ୍ରକ୍ରିୟା ।

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଅଲଗା ହେଲା ଡ୍ରାଗନ ସ୍ପେଶକ୍ରାଫ୍ଟ । କାଲି ସୁଦ୍ଧା ସାଥୀ ମହାକାଶଚାରୀଙ୍କ ସହ  ପହଞ୍ଚିବେ ଶୁଭାଂଶୁ ।

ଖବର ମୁତାବକ ଶୁଭାଂଶୁଙ୍କ ପୃଥିବୀରେ ପପହଞ୍ଚିବାକୁ  ୨ ଘଣ୍ଟା ସମୟ ଲାଗିବ, ଯେଉଁଥିରୁ  ୩୦ରୁ ଅଧିକ ସମୟ ଅତିବାହିତ ହୋଇସାରିଛି । ଶୁଭାଂଶୁଙ୍କ ସହିତ  ପେଗି ୱିଟଶନ୍, ସ୍ଲାଓସ ଉଜନାନସ୍କି ଟିବର କାପୁ ମଧ୍ୟ ଫେରୁଛନ୍ତି ।

ସପ୍ତାହର  ମହାକାଶ ମିଶନ ପାଇଁ ଜୁନ ୨୫ ତାରିଖରେ ଉଡ଼ାଣ  ଭରିଥିଲା ।