ରାସ୍ତା କଡ଼ରେ ପ୍ଲାଷ୍ଟିକ୍ ବୋତଲରେ ବିକ୍ରି ହେବନି ପେଟ୍ରୋଲ: କେବଳ ଟିଣ, କାଚ ବୋତଲରେ ନେଇହେବ ପେଟ୍ରୋଲ

ଭୁବନେଶ୍ୱର: ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରୁଥିବା ଦୋକାନୀଙ୍କ ଉପରେ ସରକାର ନେବେ କଠୋର କାର୍ଯ୍ୟାନୁଷ୍ଠାନ ।

ପେଟ୍ରୋଲ ପମ୍ପ ମାଲିକ ସଂଘ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ ଦେଲେ ବଡ଼ ସୂଚନା । ଖୁଚୁରା ଭାବେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।

ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି କରାଯାଇ ପାରିବ ନାହିଁ । କାଚ, ଟିଣ ବୋତଲରେ ପେଟ୍ରୋଲ ବିକ୍ରି ପାଇଁ ସରକାରଙ୍କ ଅନୁମତି ।

ଖୋଲାଖୋଲି ପେଟ୍ରୋଲ ବିକ୍ରି ଉପରେ ଲାଗିବ ଅଙ୍କୁଶ । ଆଗାମୀ ଦିନରେ ସରକାର ଏ ନେଇ ଆଣିବେ ଗାଇଡ୍ ଲାଇନ୍ ।