fbpx

ଭିଜିଲାନ୍ସ ଜାଲରେ ଡିଏଫଓ

ବାଲୁଗାଁ,୧୦ ।୮(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଚିଲିକା ୱାଇଲ୍ଡଲାଇଫ୍ ଡିଭିଜନ ବାଲୁଗାଁ ଡିଏଫଓ । ବାଲୁଗାଁ ଡିଏଫଓଙ୍କ ନାମ ଆଲୋକ ରଞ୍ଜନ ହୋତା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଆଲୋକଙ୍କ ଘର ଓ ଅଫିସ ସମତେ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.