fbpx

ଖୁସି ଖବର: ରାଜ୍ୟରେ ଆଜି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, ୧୧/୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୮୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଂଜାମରୁ ୪୦୪, ଖୋର୍ଦ୍ଧା ରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେନ୍ଧୁଝରରୁ ୧୦୧, ମାଲକାନଗିରି ରୁ ୯୧, କନ୍ଧମାଳରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୁରଭଂଜରୁ ୫୦, ଯାଜପୁରରୁ  ୪୯, କଳାହାଣ୍ଡି ରୁ  ୪୮, ବାଲେଶ୍ୱରରୁ ୩୨, ନୟାଗଡ଼ରୁ ୩୧, ସୁନ୍ଦରଗଡ଼ରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡ଼ାରୁ ୨୪, ପୁରୀ ରୁ ୨୨, ବରଗଡ଼ ରୁ ୧୦, ନୂଆପଡ଼ାରୁ ୧୦, ନବରଙ୍ଗପୁର ରୁ ୮, ଜଗତସିଂହପୁର ରୁ ୭, କୋରାପୁଟରୁ ୭, ବଲାଙ୍ଗୀର ରୁ ୫, ବୌଦ୍ଧରୁ ୪, ଝରସୁଗୁଡ଼ାରୁ ୩, ଦେଓଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

 

Get real time updates directly on you device, subscribe now.