ଭୁବନେଶ୍ୱର, ୧୧/୮ (ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୩୪୮୦୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଗଂଜାମରୁ ୪୦୪, ଖୋର୍ଦ୍ଧା ରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ ୧୨୬, କେନ୍ଧୁଝରରୁ ୧୦୧, ମାଲକାନଗିରି ରୁ ୯୧, କନ୍ଧମାଳରୁ ୮୪, ରାୟଗଡ଼ାରୁ ୮୧, ଗଜପତିରୁ ୮୦, ଢେଙ୍କାନାଳରୁ ୬୦, ମୟୁରଭଂଜରୁ ୫୦, ଯାଜପୁରରୁ ୪୯, କଳାହାଣ୍ଡି ରୁ ୪୮, ବାଲେଶ୍ୱରରୁ ୩୨, ନୟାଗଡ଼ରୁ ୩୧, ସୁନ୍ଦରଗଡ଼ରୁ ୩୦, ଭଦ୍ରକରୁ ୨୮, କେନ୍ଦ୍ରାପଡ଼ାରୁ ୨୪, ପୁରୀ ରୁ ୨୨, ବରଗଡ଼ ରୁ ୧୦, ନୂଆପଡ଼ାରୁ ୧୦, ନବରଙ୍ଗପୁର ରୁ ୮, ଜଗତସିଂହପୁର ରୁ ୭, କୋରାପୁଟରୁ ୭, ବଲାଙ୍ଗୀର ରୁ ୫, ବୌଦ୍ଧରୁ ୪, ଝରସୁଗୁଡ଼ାରୁ ୩, ଦେଓଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 1785 #COVID19 patients have recovered and are being discharged on 11.8.2020
404 from Ganjam
263 from Khurdha
126 from Cuttack
126 from Sambalpur
101 from Keonjhar
91 from Malkangiri
84 from Kandhamal
81 from Rayagada
80 from Gajapati
60 from Dhenkanal— H & FW Dept Odisha (@HFWOdisha) August 11, 2020
5 from Bolangir
4 from Boudh
3 from Jharsuguda
1 from DeogarhThe total recovered cases of Odisha now stand at 34805
— H & FW Dept Odisha (@HFWOdisha) August 11, 2020