କୋରାପୁଟ: ଭୁଶୁଡ଼ିଲା ମାର୍କେଟ୍ କମ୍ପେ୍ଲକ୍ସ ଛାତ । ଛାତ ଥଳେ ୪ ଜଣ ଚାପି ହୋଇ ରହିଥିବା ଆଶଙ୍କା ।
କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଅଘଟଣ । ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ।
ପୋଲିସ ଓ ଅଗ୍ନିଶମବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୋରାପୁଟ ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଏ ଘଅଘଟଣ ଘଟିଥିବା କୁହାଯାଉଛି ।