ଖୁସି ଖବର: ଟ୍ରେନରେ ଭୁବନେଶ୍ୱରରୁ କୋଣାର୍କ ଯାଇପାରିବେ ଲୋକେ, ଖୁବଶୀଘ୍ର ଗଡ଼ିବ ଟ୍ରେନ୍

ଭୁବନେଶ୍ୱର: କୋଣାର୍କରୁ ଭୁବନେଶ୍ୱର ଗଡ଼ିବ ଟ୍ରେନ୍ । ଗୋପ, ନିମାପଡ଼ା ଦେଇ ଭୁବନେଶ୍ୱରକୁ ଗଡ଼ିବ ଟ୍ରେନ୍ ।

ନୂଆ ରେଳଲାଇନ୍ ପାଇଁ ଚୂଡ଼ାନ୍ତ ସର୍ଭେକୁ ମଞ୍ଜୁରି ମିଳିଥିବା କହିଲେ ଉପମୁଖ୍ୟମନ୍ତ୍ରୀ ପଭାତୀ ପରିଡ଼ା ।

ଏ ନେଇ ରେଳମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ପ୍ରଭାତୀ ପରିଡ଼ାଙ୍କୁ ଚିଠି ଲେଖିଥିବା ସୂଚନା ଦେଲେ ପ୍ରଭାତୀ ପରିଡ଼ା ।