fbpx

ଓଡିଶାର ୨ ଶିକ୍ଷକଙ୍କୁ ଜାତୀୟ ସମ୍ମାନ

ଭୁବନେଶ୍ୱର,୨୩ ।୮(ଓଡିଶା ଭାସ୍କର): ସବୁ କ୍ଷେତ୍ରରେ ଓଡିଶାର ଦବଦବା ଜାରି ରହିଛି । ଏହାରି ମଧ୍ୟରେ ଓଡିଶାର ୨ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ମିଳିବାକୁ ଯାଉଛି । ସେମାନଙ୍କ ନାମ ହେଉଛି ବସନ୍ତ ସାହୁ ଓ ତାପସ ମହାନ୍ତି । ବସନ୍ତ ସାହୁ ହେଉଛନ୍ତି ବୌଦ୍ଧ ହରଭଙ୍ଗାର ସରସରା ସ୍କୁଲର ଶିକ୍ଷକ । ସେହିଭଳି ତାପସ ମହାନ୍ତି ହେଉଛନ୍ତି ଭୁବନେଶ୍ୱର ଭୀମଭୋଇ ସ୍କୁଲର ଶିକ୍ଷକ ।

Get real time updates directly on you device, subscribe now.