fbpx

ପ୍ରଶାନ୍ତ ଭୂଷଣଙ୍କୁ ଟଙ୍କାଏ ଜୋରିମାନା

ନୂଆଦିଲ୍ଲୀ,୩୧ ।୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲାରେ ଆସିଛି ଟ୍ୱିଷ୍ଟ୍ । ପ୍ରଶାନ୍ତଙ୍କଉପରେ ୧ ଟଙ୍କା ଜୋରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ । ସେପ୍ଟେମ୍ବର ୧୫ ସୁଦ୍ଧା ଜୋରିମାନା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜୋରିମାନା ପଇଠ ନକଲେ ୩ ବର୍ଷ ଓକିଲାତି କରିପାରିବେନି ପ୍ରଶାନ୍ତ । ଏହା ସହ ୩ ମାସ ପାଇଁ ଜେଲକୁ ବି ଯିବେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ।

Get real time updates directly on you device, subscribe now.