fbpx

ସୁଶାନ୍ତ ଡ୍ରଗ୍ସ ମାମଲାରେ ଆଉ ଜଣେ ଗିରଫ, ଜାଣନ୍ତୁ କିଏ?

ମୁମ୍ବାଇ,୭ ।୯: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଜଡିତ ଡ୍ରଗ୍ସ ମାମଲାରେ ଆଜି ଆଉ ଜଣେ ଗିରଫ ହୋଇଛନ୍ତି । ଅନୁଜ କେଶୱାନୀଙ୍କୁ ଆଜି ଗିରଫ କରିଛି ଏନସିବି । ଚଢାଉ ବେଳେ ଅନୁଜ କେଶୱାନୀଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୯ ଜଣଙ୍କୁ ଗିରଫ କରିସାରିଛି ଏନସିବି । ଅନୁଜ କେଶୱାନୀଙ୍କ ମୋବାଇଲ ଫୋନରୁ ଅନେକ ତଥ୍ୟ ମିଳିବା ସହ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.