fbpx

ଓଠକୁ ପ୍ରାକୃତିକ ଉପାୟରେ ଗୋଲାପି କରିବାକୁ ଚାହୁଁଛନ୍ତି କି ?

ଆଜିକାଲି ଓଠରେ କେମିକାଲ ଲିପ୍ସଷ୍ଟିକ ଲଗାଇ ଓଠ କଳା କରିବାରେ ଲାଗିଛନ୍ତି ଝିଅ। କିନ୍ତୁ ଆପଣ ଯଦି ନିଜ ଓଠକୁ ପ୍ରାକୃତିକ ଉପାୟରେ ଲାଲ କରିବାକୁ ଚାହାଁନ୍ତି, ତେବେ ଆପଣାନ୍ତୁ ଦେଶୀ ଘିଅ।

କାରଣ ଦେଶୀ ଘିଅରେ ଥିବା ପୋଷକ ତତ୍ତ୍ୱ ଓ ଗୁଣ ଓଠକୁ ପ୍ରାକୃତିକ ଉପାୟରେ ଗୋଲାପି କରିଥାଏ। ନିୟମିତ ରାତିରେ ଶୋଇବା ପୂର୍ବରୁ ୩ ରୁ ୫ ମିନିଟ ଦେଶୀ ଘିଅରେ ଓଠକୁ ମାଲିସ କରିବା ଦ୍ୱାରା ଓଠ ଗୋଲାପି ହୋଇଥାଏ।

Get real time updates directly on you device, subscribe now.