fbpx

ବାଇକ୍ ସହ ଜଳିଗଲେ ଚାଳକ

ନୟାଗଡ,୧୫ ।୯(ଓଡିଶା ଭାସ୍କର): ନୟାଗଡ ଦଶପଲ୍ଲା ରଙ୍ଗମାଟିଆରେ ଆଜି ଘଟିଛି ଭୟାନକ ଦୁର୍ଘଟଣା । ବାଇକ ସହ ମୁହାଁମୁହିଁ ଧକ୍କା ହୋଇଛି ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ବାଇକ ସହ ଜଳିଯାଇଛନ୍ତି ଚାଳକ । ବର୍ତ୍ତମାନ ସୁଦ୍ଧା ମୃତ ବାଇକ ଚାଳକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଆମ୍ବୁଲାନ୍ସଟି ପଶ୍ଚିମ ଓଡିଶାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ।

Get real time updates directly on you device, subscribe now.