fbpx

ଭାରତକୁ ଆସିବ ୧୦ କୋଟି ରୁଷିଆ ଟୀକା

ନୂଆଦିଲ୍ଲୀ,୧୬ ।୯: ଭାରତକୁ ଆସିବ ରୁଷିଆର କରୋନା ଟୀକା ସ୍ପଟନିକ-ଭି । ଟୀକାର କ୍ଲିନିକାଲ ପରୀକ୍ଷଣ ପାଇଁ ଋଷୀୟ କମ୍ପାନୀ ଆରଡିଆଇଏଫ ସହ ରାଜିନାମା ହୋଇଛି । ଏହି ଟୀକାର ପରୀକ୍ଷଣ କରିବ ଭାରତୀୟ କମ୍ପାନୀ ଡକ୍ଟର ରେଡ୍ଡିସ ଲ୍ୟାବ୍ । ଭାରତରେ ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯିବ । ୨୦୨୦ ଶେଷ ଆଡକୁ ଭାରତକୁ ୧୦ କୋଟି ଟୀକା ଆଣିବାକୁ ରାଜିନାମା ହୋଇଛି ।

Get real time updates directly on you device, subscribe now.