fbpx

ସୋମବାରରୁ ଆରମ୍ଭ ହେବ ରେଡିଓ ପାଠଶାଳା

ଭୁବନେଶ୍ୱର,୨୬ ।୯(ଓଡିଶା ଭାସ୍କର): ସେପ୍ଟେମ୍ବର ୨୮ ଅର୍ଥାତ୍ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ‘ରେଡିଓ ପାଠଶାଳା’ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ରେଡିଓ ଯୋଗେ ପାଠପଢା ଯୋଗାଇ ଦିଆଯିବ । ସୋମବାରରୁ ଶୁକ୍ରବାର ସକାଳ ୧୦ରୁ ୧୦ଟା ୧୫ ଯାଏ କାର୍ଯ୍ୟକ୍ରମ ରହିଛି । ରାଜ୍ୟର ସମସ୍ତ ରେଡିଓ ଷ୍ଟେସନରୁ ଏକ ସମୟରେ ପ୍ରସାରଣ କରାଯିବ ।

Get real time updates directly on you device, subscribe now.