fbpx

ପ୍ରେମ ପାଇଁ ଟିକ୍ ଟିକ୍ କରି ହାଣିଦେଲେ!

କଣ୍ଟାବାଞ୍ଜି,୯ ।୧୦(ଓଡିଶା ଭାସ୍କର): ଟ୍ରେନଲାନରୁ ଉଦ୍ଧାର ହେଲା ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ । କଣ୍ଟାବାଞ୍ଜିର କୁକୁଡାହାଡ ଗାଁ ପାଖ ରେଳ ଲାଇନରୁ ମୃତଦେହ ଉଦ୍ଧାର କରିଛି ଜିଆରପି । ଯୁବକଙ୍କ ମୁଣ୍ଡ ଓ ଗୋଡ ଅଲଗା ହୋଇ ପଡିଥିବା ବେଳେ ହାତ ପାପୁଲି ଛିନଛତ୍ର ହୋଇ ଛିଣ୍ଡି ପଡିଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଧାରୁଆ ଅସ୍ତ୍ର ପଡିଥିବାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି । ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା କରିବାର ପକ୍ଷରୁ ଅଭିଯୋଗ ହୋଇଛି । ତେବେ ମୃତ ଯୁବକଙ୍କ ଘର କଣ୍ଟାବାଞ୍ଜି ୧୧ନଂ ୱାର୍ଡ ରାମନଗରପଡା ଗାଁରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.