ନୂଆଦିଲ୍ଲୀ,୧୨ ।୧୦: ଅର୍ଥନୀତିରେ ୨ ଜଣଙ୍କୁ ମିଳିବ ୨୦୨୦ର ନୋବେଲ ପୁରସ୍କାର । ଅର୍ଥନୀତି ପାଇଁ ପଲ୍ ମିଲଗ୍ରୋମ୍ ଓ ରବର୍ଟ ୱିଲସନଙ୍କୁ ମିଳିବ ଏହି ପୁରସ୍କାର । ନିଲାମ ପ୍ରକ୍ରିୟାର ନୂଆ ତତ୍ତ୍ୱ ପାଇଁ ଉଭୟଙ୍କୁ ପୁରସ୍କାର ମିଳିବ ବୋଲି ଜଣାପଡିଛି ।
BREAKING NEWS:
The 2020 Sveriges Riksbank Prize in Economic Sciences in Memory of Alfred Nobel has been awarded to Paul R. Milgrom and Robert B. Wilson “for improvements to auction theory and inventions of new auction formats.”#NobelPrize pic.twitter.com/tBAblj1xf8— The Nobel Prize (@NobelPrize) October 12, 2020