ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୪୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୬୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୦୦୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୨,୦୧୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 14th October
New Positives Cases: 2470
In quarantine: 1462
Local contacts: 1008(Details of local contacts will be shared by concerned District Administration)
District Wise Cases
1. Angul: 170
2. Balasore: 106
3. Bargarh: 69
4. Bhadrak: 67
5. Balangir: 91— I & PR Department, Odisha (@IPR_Odisha) October 15, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୬୮, ଅନୁଗୁଳୁରୁ ୧୭୦, କଟକରୁ ୧୮୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 134
23. Nawarangpur: 58
24. Nayagarh: 23
25. Nuapada: 85
26. Puri: 87
27. Rayagada: 31
28. Sambalpur: 54
29. Sonepur: 53
30. Sundargarh: 161
31. State Pool: 72New Recoveries: 2775
Cumulative Tested: 3921140
Positive: 262011
Recovered: 235763
Active Cases: 25106— I & PR Department, Odisha (@IPR_Odisha) October 15, 2020