fbpx

ମୂର୍ତ୍ତି ଉଚ୍ଚତାରେ କଟକଣା ନାହିଁ: ହାଇକୋର୍ଟ

କଟକ,୧୯ ।୧୦(ଓଡିଶା ଭାସ୍କର): ହାଇକୋର୍ଟରେ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆଜି ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ମୂର୍ତ୍ତି ଉଚ୍ଚତାରେ କୌଣସି କଟକଣା ନାହିଁ ବୋଲି ହାଇକୋର୍ଟ କହିଛନ୍ତି । କଟକରେ ବଡ ମୂର୍ତ୍ତି ଥିବା ୯ଟି ଦୁର୍ଗା ମଣ୍ଡପଙ୍କୁ ମିଳିଛି ଅନୁମତି । ଏଜିଙ୍କ ରିପୋର୍ଟଙ୍କୁ ଗ୍ରହଣ କରିଛନ୍ତି ହାଇକୋର୍ଟ । କୋଭିଡ ଗାଇଡଲାଇନ୍ ମାନି ପୂଜା କମିଟି ପୂଜା କରିବେ । ଭସାଣୀ କିଭଳି ହେବ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ । ପୁରୀର ଏକ ମଣ୍ଡପକୁ ମଧ୍ୟ ପୂଜା କରିବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.