fbpx

ବୋଏଲ ଯାତ୍ରାକୁ ମିଳିଲା ଅନୁମତି

ପାଟଣାଗଡ, ୨୩ ।୧୦(ଓଡିଶା ଭାସ୍କର): ପାଟଣାଗଡର ପ୍ରସିଦ୍ଧ ବୋଏଲ ଯାତ୍ରାକୁ ମିଳିଛି ଅନୁମତି । କୋଭିଡ କଟକଣା ଭିତରେ ଯାତ୍ରା କରିବାକୁ ଶେଷରେ ଅନୁମତି ମିଳିଛି । ଯାତ୍ରା ହେବା ନେଇ ଆଜି ଅତିରିକ୍ତ ଏସପି ଓ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପରମ୍ପରାକୁ ରକ୍ଷା କରିବା ପାଇଁ ବିଧିବଦ୍ଧ ଭାବେ ଯାତ୍ରା ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ୪ରୁ ୬ ଲୋକଙ୍କୁ ନେଇ ମା’ଙ୍କ ପ୍ରତିମାର ସହର ପରିକ୍ରମା ହେବ । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ସହରରେ ୧୪୪ ଧାରା ଜାରି ହୋଇଛି ।

Get real time updates directly on you device, subscribe now.