fbpx

ବିଧାନସଭା ହେବ ପେପରଲେସ୍

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): କରୋନା ସଂକ୍ରମଣ ପାଇଁ ବିଧାନସଭା ହେବ ପେପରଲେସ୍ । ଆଜିଠାରୁ ଏନେଇ ଆରମ୍ଭ ହେବ ଇ-ବିଧାନସଭା ତାଲିମ । ପ୍ରଥମ ପର୍ଯ୍ୟାୟରେ କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏପ୍ରିଲ ମାସରେ ବିଧାୟକମାନଙ୍କୁ ତାଲିମ ଦିଆଯିବ । ବର୍ତ୍ତମାନ ପ୍ରଶାସନିକ କର୍ମଚାରୀଙ୍କୁ ତାଲିମ ଦିଆଯାଉଛି । ଏନଆଇସି ଓ ଓକାକର ଏକ୍ସପୋର୍ଟମାନେ ତାଲିମ ଦେଉଛନ୍ତି । ପ୍ରତିଦିନ ୩ଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ ।

Get real time updates directly on you device, subscribe now.