fbpx

କଟକ ମେଡିକାଲରେ VRDL ଉଦଘାଟିତ

କଟକ,୬ ।୧୧(ଓଡିଶା ଭାସ୍କର): କଟକ SCB ମେଡିକାଲ ପରିସରରେ ଉଦ୍‌ଘାଟିତ ହୋଇଛି VRDL । VRDL ହେଉଛି ଭୂତାଣୁଜନିତ ରୋଗ ଗବେଷଣା ଓ ନିରୂପଣ ପରୀକ୍ଷାଗାର । VRDLରେ ହେବ କୋଭିଡ୍‌ ସମେତ ଅନ୍ୟ ଭୂତାଣୁଜନିତ ରୋଗର ପରୀକ୍ଷା ହେବ । ୭୧ କୋଟିର ପରୀକ୍ଷାଗାର ଉଦଘାଟନ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । RDC, ଜିଲ୍ଲାପାଳ ଓ ସିଏମ୍‌ସି କମିସନର ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.