fbpx

ପୁରୀରୁ ସେକ୍ସ ରାକେଟ୍ ଠାବ, ବନ୍ଧାହେଲେ ୩ ଅଭିଯୁକ୍ତ

ପୁରୀ, ୭ ।୧୧(ଓଡିଶା ଭାସ୍କର): ଶ୍ରୀକ୍ଷେତ୍ର ଧାମକୁ ଖରାପ କରିବାରେ ଲାଗିଛନ୍ତି କିଛି ଦୃବୁର୍ତ୍ତ । କେତେକ ପ୍ରଶାସନର ନଜରକୁ ଆସୁଥିବା ବେଳେ ଆଉ କେତେକ ଆଖିରେ ଧୂଳି ଦେଇ ଖସି ପଳାଉଛନ୍ତି । ଏହାରି ମଧ୍ୟରେ ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ପୁଣି ଥରେ ସେକ୍ସ ରାକେଟ ଠାବ ହୋଇଛି । ‘ସି ଜିଉ’ ହୋଟେଲର ମାଲିକଙ୍କ ସମେତ ୩ ଜଣଙ୍କୁ ବାନ୍ଧି ନେଇଛି ପୋଲିସ । ଏହା ସହ ୫ ଜଣ ଯୁବତୀଙ୍କୁ ଅଟକ ରଖାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏଏସପି ଅରୁଣ ଜେନା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.