fbpx

କାଲିଠୁ ପୁଣି ଥରିବ ଓଡ଼ିଶା

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): କାଲିଠୁ ପୁଣି ଥରିବ ଓଡ଼ିଶା । ପାଗରେ ପରିବର୍ତ୍ତନ ପରେ କାଲିଠୁ ବଢିବ ଥଣ୍ଡାର ପ୍ରକୋପ । ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଉପକୂଳ ଓଡ଼ିଶାରେ ପାରଦ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଏନେଇ ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଟକ , ଜଗତସିଂହପୁର ,ଅନୁଗୁଳ, କେନ୍ଦ୍ରାପଡ଼ା,ବଲାଙ୍ଗୀର,ସମ୍ବଲପୁର ଓ ବାଲେଶ୍ୱରରେ କୁହୁଡି ହେବ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.