fbpx

ସର୍ବସାଧାରଣଙ୍କ ପାଇଁ ସିଲ୍ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର,29/11(ଓଡିଶା ଭାସ୍କର): ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ବନ୍ଦ କରି ଦେଇଛି କମିଶନରେଟ୍ ପୁଲିସ୍। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ପୁଲିସ୍ ସିଲ୍ କରି ଦେଇଛି। ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଯୋଗୁ କମିଶନରେଟ୍ ପୁଲିସ ପକ୍ଷରୁ ଏଭଳି କଟକଣା ଲାଗୁ କରାଯାଇଛି। ବ୍ୟାଗ୍ ଧରି ଯାଉଥିବା ଲୋକଙ୍କ ଉପରେ ପୁଲିସର କଡା ନଜର ।

Get real time updates directly on you device, subscribe now.