fbpx
BSKY
BJD SHG SKY
BJD MC SKY

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ବର ରାଓ ଗିରଫ

ଭୁବନେଶ୍ୱର, ୧୭ା୧୨ (ଓଡିଶା ଭାସ୍କର): ଚାକିରୀ ଦେବା ନାଁ ରେ ଠକେଇ ଅଭିଯୋଗ ରେ ବ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ବର ରାଓ ଙ୍କୁ ଗିରଫ କରିଛି କ୍ରାଇମ୍ଇବ୍ରାଞ୍ଚ ।ଏ ନେଇ ସ୍ପଷ୍ଟୀକରଣ ରଖିଛି କ୍ରାଇମ୍ଇବ୍ରାଞ୍ଚ ।ଠକେଇରେ ସର୍ବେଶ୍ବରଙ୍କ ସଂପୃକ୍ତିର ପ୍ରମାଣ ମିଳିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Get real time updates directly on you device, subscribe now.