fbpx

୩୧ରେ ଅବସର ନେବେ ଅସିତ ତ୍ରିପାଠୀ

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ଡିସେମ୍ବର ୩୧ରେ ଅବସର ନେବେ ଅସିତ ତ୍ରିପାଠୀ । ଅସିତ ଏବେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି । ୧୯୭୬ ବ୍ୟାଚର ଓଡିଶା କ୍ୟାଡର ଆଇଏଏସ ଅଫିସର ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବାକୁ ନେଇ ଜିଏର ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.