fbpx

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ପୁରୀ,୧ ।୧(ଓଡିଶା ଭାସ୍କର): ଶ୍ରୀକ୍ଷେତ୍ର ଧାମ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀରେ ଶ୍ରୀଜଗନ୍ନାଥଙ୍କ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଏହି ପ୍ରସ୍ତାବ ଦିଆଯାଇଛି ।

ତେବେ ଚାରିଧାମ ମଧ୍ୟରୁ ପୁରୀ ଅନ୍ୟତମ ଧ୍ୟାମ ଯୋଗୁଁ ଏଠାକୁ ଶ୍ରଦ୍ଧାଳୁମାନେ ବହୁ ସଂଖ୍ୟାରେ ଆସୁଛନ୍ତିି । ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ଜାଗା ଚିହ୍ନଟ କରିସାରିଛନ୍ତି । ଶ୍ରୀଜଗନ୍ନାଥଙ୍କ ନାଁରେ ବିମାନ ବନ୍ଦର କରିବାକୁ ସୁପାରିସ ଦିଆଯାଇଛି ।

Get real time updates directly on you device, subscribe now.