fbpx

ଫାୟାର ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଫାୟାର ପାର୍କର ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ ଅଗ୍ନିଶମ ସେବାର ୱେବସାଇଟ ବି ଲୋକାର୍ପଣ କରିଛନ୍ତି । ଦେଶର ପ୍ରଥମ ଫାୟାର ପାର୍କ ଆଜି ଉଦଘାଟିତ ହୋଇଛି । ସର୍ବସାଧାରଣ ପାଇଁ ପ୍ରତି ଶନିବାର ଦିନ ୩.୩୦ଜବ ୫ଟା ଯାଏଁ ଖୋଲାରହିବ ।

Get real time updates directly on you device, subscribe now.