ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜ୍ୟରେ ୬ ମାସ ପରେ କରୋନା ମୃତ୍ୟୁ ସଂଖ୍ୟା ଶୂନ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କୌଣସି କୋଭିଡ ମୃତ୍ୟୁ ହୋଇନି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । କୋଭିଡ ଯୋଦ୍ଧାଙ୍କ ଉଦ୍ୟମ ପାଇଁ ଏହି ସଫଳତା ମିଳିଛି ।
କିନ୍ତୁ ରାଜ୍ୟରେ ଆଜି ୨୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୩୩ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୯୨୧ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 5th January, 2021
New Positive Cases: 231
In quarantine: 133
Local contacts: 98(Details of local contacts will be shared by concerned District Administration)
District Wise Cases:
1. Angul: 21
2. Balasore: 8
3. Bargarh: 25
4. Bhadrak: 5
5. Balangir: 11— I & PR Department, Odisha (@IPR_Odisha) January 6, 2021
23. Nuapada: 1
24. Puri: 10
25. Rayagada: 1
26. Sambalpur: 14
27. Sonepur: 2
28. Sundargarh: 32
29. State Pool: 3New recoveries: 271
Cumulative tested: 7065078
Positive: 330921
Recovered: 326778
Active cases: 2203— I & PR Department, Odisha (@IPR_Odisha) January 6, 2021